ତାଳଚେର କଂକିଳି ଗ୍ରାମରେ ଧୁମଧାମରେ ପାଳିତ ହୋଇଛି ଚନ୍ଦନ ଯାତ୍ରା। ଏହି ଅବସରରେ ରାଧାକୃଷ୍ଣ ଙ୍କ ପ୍ରତିମୂର୍ତ୍ତି ବିମାନ ରେ ସାହି ପରିକ୍ରମା କରିଥିଲା। ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ଥିଲା ଯାତ୍ରା। ୩ ଦିନ ଧରି ଚାଲିବ ଯାତ୍ରା।