Category: ଆଞ୍ଚଳିକ ଖବର

ତାଳଚେର ରେ ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୧୪୯ ତମ ଜନ୍ମ ଜୟନ୍ତୀ ପାଳନ।

ତାଳଚେର ଟାଉନ ହଲ ଠାରେ ଥିବା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଠାରେ ୯ତାରିଖ ଶୁକ୍ରବାର ସକାଳ ୯ଘଣ୍ଟା ସମୟରେ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି ।…

ତାଳଚେର ବାଇପାସ ବଜାର ଗଣାପତିଙ୍କ ପୂଜା ପାଇଁ ନୂତନ କର୍ମକର୍ତ୍ତା ଚୟନ।

ବାଇପାସ୍ ବଜାରରେ ଜାଗିଛି ଉଲ୍ଲାସ,ଗଣପତିଙ୍କ ପୂଜା ପାଇଁ ନୂଆ ଆଶା,ନୂଆ ବିଶ୍ୱାସ। କଙ୍କିଳି କାଜୁ ପଡ଼ିଆରେ ସୁନ୍ଦର ପରିସର ମଧ୍ୟରେ ଆୟୋଜିତ ହୋଇଥିଲା ଏକ ସଭା। ସର୍ବସମ୍ମତି…

ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ।

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ,ରାମିମୁଣ୍ଡା, କଙ୍କିନାଳି,ସାନ୍ତରାପୁର,ଅରାହାଟ,ବଉଳିଗଡ ଗ୍ରାମରେ ବିଶ୍ଵ ଯୁବ କେନ୍ଦ୍ର ବଣୀନାଳୀ ଅନୁଗୋଳ ଦ୍ୱାରା ପରିଚାଳିତ “ଜଷ୍ଟ ରାଇଟ ଫର୍ ଚିଲଡ୍ରେନ୍” ଦ୍ୱାରା ଗ୍ରାମ ସ୍ତରୀୟ…

ଶିଶୁ ଶ୍ରମ ନିରୋଧ ଓ କିଶୋର ଶ୍ରମିକଙ୍କ ସୁରକ୍ଷା ନେଇ ସଚେତନତା ରାଲି ଅନୁଷ୍ଠିତ।

କିଶୋରନଗର ବ୍ଲକ୍ ଅନ୍ତର୍ଗତ ଗାଁ ବଇଣ୍ଡା ଗ୍ରାମ ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ ହୋଇଥିବାବେଳେ ଶିଶୁ ଶ୍ରମ ନିରୋଧ ଓ କିଶୋର ଶ୍ରମିକଙ୍କ ସୁରକ୍ଷା ନେଇ ଏକ ସଚେତନତାମୂଳକ…

୨୦୨୯ ସୁଦ୍ଧା “ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ” ଗଠନ ପାଇଁ ୪୪ ଦିନିଆ ଅଭିଯାନ ଆରମ୍ଭ।

ଅନୁଗୋଳ : ପବିତ୍ର ଗାନ୍ଧୀ ଜୟନ୍ତୀର ଶୁଭ ଅବସରରେ ସମସ୍ତ ଗ୍ରାମ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ଶ୍ରମ ବିଭାଗ ତରଫରୁ…

ଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ଓ ସଚେତନତା ବୈଠକ ଅନୁଷ୍ଠିତ।

ଅନୁଗୋଳ : ଶିଶୁ ସୁରକ୍ଷା ନିମନ୍ତେ ଗତକାଲି ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଶିଶୁଶ୍ରମିକ ନିରାକରଣ ଓ…

ଇସ୍କନ୍‌ ଅନୁଗୋଳରେ ନନ୍ଦ ଉତ୍ସବ ଓ ଶ୍ରୀଲ ପ୍ରଭୁପାଦଙ୍କ ୧୩୦ତମ ବ୍ୟାସପୂଜା ସମ୍ପର୍ଣ୍ଣ।

ଇସ୍କନ୍‌ ଅନୁଗୋଳ ପକ୍ଷରୁ ପବିତ୍ର ନନ୍ଦ ଉତ୍ସବ ଓ ଇସ୍କନ୍‌ର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀଲ ପ୍ରଭୁପାଦଙ୍କ ୧୩୦ତମ ବ୍ୟାସପୂଜା ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ପ୍ରାତଃ ମଙ୍ଗଳ…

ପାଲଲହଡା ଶିଗଡ଼ ପଞ୍ଚାୟତର ତିମି ଗ୍ରାମରେ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ।

ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ ଅନ୍ତର୍ଗତ ଶିଗଡ଼ ଗ୍ରାମ ପଞ୍ଚାୟତର ତିମି ଗ୍ରାମରେ ବିଶ୍ୱ ଯୁବ କେନ୍ଦ୍ର ବଣୀନାଳି ଅନୁଗୋଳ ଦ୍ୱାରା ପରିଚାଳିତ ଜଷ୍ଟ ରାଇଟ ଫର୍…

ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାଗଣା ଶିଶୁ ହୃଦରୋଗ ପରୀକ୍ଷା ଶିବିର ଅନୁଷ୍ଠିତ। ୧୧୫ ଜଣ ପିଲାଙ୍କ ପରୀକ୍ଷା, ଗୁରୁତରଙ୍କୁ ମିଳିବ ମାଗଣା ଅସ୍ତ୍ରୋପଚାର ସୂଚନା।

ଅନୁଗୋଳ: ଜାତୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆରବିଏସକେ) ଏବଂ ବାଙ୍ଗାଲୋର ସ୍ଥିତ ନାରାୟଣ ହୃଦୟାଳୟର ମିଳିତ ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଏକ ଶିଶୁ, କିଶୋର ଓ…

Follow by Email
Twitter
Instagram
Telegram
WhatsApp
error: Content is protected !!