ପାଲଲହଡା ଖମାରରେ ୧୧ତମ ଚନ୍ଦନ ଯାତ୍ରା ମହୋତ୍ସବ ଧୁମଧାମରେ ପାଳିତ ହେଉଛି। ଏହା ଆସନ୍ତା ମଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କୁ ବେଶ ଆକର୍ଷିତ କରୁଛି। ଏହି ଯାତ୍ରାରେ ସମ୍ବଲପୁରୀ ନୃତ୍ୟ ସହ,ଭୁବନେଶ୍ୱର ର ଡ଼ଲଫିନ ଗ୍ରୁପର ଡାନ୍ସ ସହ, ବିଶେଷ କରି ମଣ୍ଟୁ ଛୁରିଆ ଙ୍କ ଗୀତରେ ବାଦ୍ୟକାର ରାଧେ ଙ୍କ ମାଦଳ ବଜାଇବା ଦୃଶ୍ୟ ବେଶ ମନୋରଞ୍ଜନ କରିଛି ଦର୍ଶକଙ୍କ
