ଚାଲିଛି IPL ମ୍ୟାଚ। ୱଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ ଏବଂ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ଚାଲିଥିଲା ହାଇ ଭୋଲଟେଜ ମ୍ୟାଚ। ସୂର୍ଯ୍ୟକୁମାର ୟାଦଭ ଧୂଆଁଧାର ବ୍ୟାଟିଂ କରି ବ୍ୟକ୍ତିଗତ ଭାବେ ୧୦୩ ରନ ସହାୟତାରେ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୨୧୮ ରନ କରିଥିଲେ। ୨୧୯ ରନ ର ବିଜୟ ଲକ୍ଷ୍ୟ ନେଇ ଗୁଜୁରାଟ ଟାଇଟନ୍ସ ୧୯୧ ରନ କରି ପାରିଥିଲା। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ଏହି ମ୍ୟାଚ ଜିତି ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ରହିଛି। ବର୍ତ୍ତମାନ ସୁଧା ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ GT, ଦ୍ବିତୀୟରେ CSK, ତୃତୀୟରେ MI ଏବଂ ଚତୃଥରେ RR ରହିଛନ୍ତି।

Leave a Reply

Your email address will not be published. Required fields are marked *

Follow by Email
Twitter
Instagram
Telegram
WhatsApp
error: Content is protected !!