ନାଲକୋ ଅନୁଗୋଳ ପକ୍ଷରୁ ଟ୍ୟାଙ୍କର ଯୋଗେ ଗ୍ରୀଷ୍ମକାଳୀନ ପାନୀୟ ଜଳଯୋଗାଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସ୍ଵଛ ଜଳ ଯୋଗାଣ କାର୍ଯ୍ୟକ୍ରମକୁ ନାଲକୋ ଅନୁଗୋଳର କାର୍ଯ୍ୟନିର୍ବାହୀ ନିର୍ଦେଶକ ଓ ବଅଁରପାଳ ବିଡ଼ିଓ ମିଳିତ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ଦ୍ବାରା ବଅଁରପାଳ, ଅନୁଗୋଳ ଓ ଛେଣ୍ଡିପଦା ବ୍ଲକର ସମୁଦାୟ ୧୭ଟି ଗ୍ରାମର ଲୋକ ଉପକୃତ ହୋଇପାରିବେ।ନାଲକୋର ଏହି ଜନକଲ୍ୟାଣ କାର୍ଯ୍ୟକ୍ରମକୁ ଜନସାଧାରଣ ଓ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *

Follow by Email
Twitter
Instagram
Telegram
WhatsApp
error: Content is protected !!