ତାଳଚେର ଟ୍ରକ ମାଲିକ ସଙ୍ଘ ର ନିର୍ବାଚନ ଫଳାଫଳ ବାହାରି ସାରିଛି। ସଭାପତି ଭାବେ ଅରବିନ୍ଦ ଭୁତିଆ, କାର୍ଯ୍ୟକାରୀ ସଭାପତି ଭାବେ ଟୁକୁନା ସ୍ବାଇଁ, ସାଧାରଣ ସମ୍ପାଦକ ଭାବେ ରତନ କୁମାର ଶତପଥି ପ୍ରମୁଖ ନିର୍ବାଚିତ ହୋଇଥିବା ବେଳେ ସମସ୍ତ ନିର୍ବଚିତ ସଦସ୍ୟ ମା ହିଙ୍ଗୁଳାଙ୍କ ଆଶୀର୍ବାଦ ନେଇଛନ୍ତି। ତାଳଚେର ର ଅର୍ଥନୀତି ସୁଦୃଢ କରିବା ସହ କିଭଳି ଭାବେ ଟ୍ରକ ମାଲିକ ମାନେ ଉପକୃତ ହୋଇପାରିବେ ସେନେଇ ମା ହିଙ୍ଗୁଳାଙ୍କ କୃପାଭିକ୍ଷା କରିଛନ୍ତି।ଆସନ୍ତା କାଲିଠାରୁ ତାଳଚେର ଅଞ୍ଚଳରେ ଥିବା ସମସ୍ତ ସେକ୍ଟର କୁ ନିର୍ବାଚିତ ପ୍ରତିନିଧି ଯାଇ ସୁବିଧା ଅସୁବିଧା ବୁଝିବେ ବୋଲି ସ୍ଥିର ହୋଇଛି।
