ଅନୁଗୋଳ ସାତକୋଶିଆ ରୁ ଆସିଲା ଏକ ଭଲ ଖବର। ସାତକୋଶିଆ ଦେଇ ପ୍ରବାହିତ ହେଉଥିବା ମହାନଦୀ ଗଣ୍ଡ ର ବଳଦମରା ନିକଟରେ ପ୍ରାୟ ୩୫ ଟି ଘଡ଼ିଆଳ କୁମ୍ଭୀର ଛୁଆ ଅଣ୍ଡାରୁ ଫୁଟି ବାହାରିଛନ୍ତ। ଏଭଳି ଲଗାତାର ୩ବର୍ଷ ହେବ ଘଡ଼ିଆଳ କୁମ୍ଭୀର ପ୍ରଜନନ କରିବାରେ ସକ୍ଷମ ହେଉଥିବାରୁ ସାତକୋଶିଆ ପାଇଁ ନିଶ୍ଚିତ ଏକ ଭଲ ଖବର।

Leave a Reply

Your email address will not be published. Required fields are marked *

Follow by Email
Twitter
Instagram
Telegram
WhatsApp
error: Content is protected !!