ଚେନ୍ନାଇ ସୁପର କିଙ୍ଗ କୁ ଅବିସ୍ମରଣୀୟ ବିଜୟ ଦେଲେ ରବୀନ୍ଦ୍ର ଜାଡେଜା। ଶେଷ ଦୁଇଟି ବଳରେ ଛକା ଆଉ ଚୌକା ମାରି CSK ଫ୍ୟାନ କୁ ଖୁସି କରିଛନ୍ତି ଜାଡେଜା। ଏଥି ସହିତ ପଞ୍ଚମ ଥର ପାଇଁ IPL ଟ୍ରଫି ହାସଲ କରିଛି ସି.ଏସ.କେ। ପ୍ରଥମେ ଗୁଜୁରାଟ ଟାଇଟନ୍ସ ୨୦ ଓଭର ରେ ୨୧୪ ରନ କରିଥିଲା। କିନ୍ତୁ CSK ମାତ୍ର ୩ଟି ବଲ ଖେଳିଥିବା ସମୟରେ ବର୍ଷା ବାଧକ ସାଜିଥିଲା। ଶେଷର DLS ମେଥଡ଼ ଅନୁସାରେ CSK କୁ ୧୫ ଓଭର ରେ ୧୭୧ ରନର ବିଜୟ ଲକ୍ଷ୍ୟ ଥିଲା। ଆଉ ଶେଷ ୨ ଟି ବଳରେ ରବୀନ୍ଦ୍ର ଜାଡେଜା ଛକା ଏବଂ ଚୌକା ମାରି CSK କୁ ଚମ୍ପିୟାନ କରାଇଛନ୍ତି।

Leave a Reply

Your email address will not be published. Required fields are marked *

Follow by Email
Twitter
Instagram
Telegram
WhatsApp
error: Content is protected !!