Category: ଆଞ୍ଚଳିକ ଖବର

୨୦ ସାହି ତୈଳିକ ବୈଶ୍ୟ ସମାଜର ଶ୍ରୀ ମଦ ଭଗବତ ଗୀତା ପରିକ୍ରମା କାର୍ଯ୍ୟକ୍ରମ।

୨୦ ସାହି ତୈଳିକ ବୈଶ୍ୟ ସମାଜ ତାଳଚେର, ଅନୁଗୋଳ ଆନୁକୂଲ୍ୟରେ କଙ୍କିଳି ନୁଆଁସାହି ଠାରେ ଶ୍ରୀ ମଦ ଭଗବତ ଗୀତା ପରିକ୍ରମା ହୋଇଛି। ଏହି ଅବସରରେ ତୈଳିକ…

ଅସହାୟ କୁ ସହାୟତା ର ହାତ ବଢ଼ାଇଲା ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୋପବନ୍ଧୁ ମାନବ କଲ୍ୟାଣ ସମିତି।

ଅନୁଗୋଳ ପୁରୁଣାପାଣି ଗ୍ରାମର ଆନନ୍ଦ ପେସୋଇଙ୍କ ପତ୍ନୀ ପୃଷ୍ଠା ପେସୋଇଙ୍କ ଶୁକ୍ରବାର ରାତିରେ ସାପ କାମୁଡ଼ାରେ ମୁତ୍ଯୁ ହୋଇଥିଲା। ଆନନ୍ଦ ଜଣେ ଗରିବ ଅସହାୟ ବ୍ୟକ୍ତି ଥିବାରୁ…

ତାଳଚେର ଟ୍ରକ ମାଲିକ ସଙ୍ଘର ନବ ନିର୍ବାଚିତ ସଦସ୍ୟ ନେଲେ ମାହିଙ୍ଗୁଳା ଆଶିଷ।

ତାଳଚେର ଟ୍ରକ ମାଲିକ ସଙ୍ଘ ର ନିର୍ବାଚନ ଫଳାଫଳ ବାହାରି ସାରିଛି। ସଭାପତି ଭାବେ ଅରବିନ୍ଦ ଭୁତିଆ, କାର୍ଯ୍ୟକାରୀ ସଭାପତି ଭାବେ ଟୁକୁନା ସ୍ବାଇଁ, ସାଧାରଣ ସମ୍ପାଦକ…

ଆଜି ଅନୁଗୋଳ ଏବଂ ଢେଙ୍କାନାଳ ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଜି ଅନୁଗୋଳ ଏବଂ ଢେଙ୍କାନାଳ ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନୁଗୋଳ ର ୩ଟି ପ୍ରୋଗ୍ରାମ ସହ ଢେଙ୍କାନାଳ ର ଗୋଟିଏ କାର୍ଯ୍ୟକ୍ରମ ରେ ଯୋଗ…

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଉଦଘାଟନ ହେଲା ବାଳିକା ସଶକ୍ତିକରଣ କାର୍ଯ୍ୟକ୍ରମ।

ତାଳଚେର ଥର୍ମାଲ DAV ପବ୍ଲିକ ସ୍କୁଲ ପରିସରରେ ବାଳିକା ସଶକ୍ତିକରଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଛି। NTPC ର କ୍ଷେତ୍ରିୟ କାର୍ଯ୍ୟକାରୀ ନିର୍ଦେଶକ ପ୍ରଦୀପ ପ୍ରଜ୍ଵଳନ କରି…

ହାତୀ ଦାଉରୁ ଧନ ଜୀବନ ସୁରକ୍ଷା ଦିଅ,ନଚେତ ଆନ୍ଦୋଳନ।

ଅନୁଗୋଳ ଜିଲ୍ଲାର ବନ୍ତଳା ଆଖପାଖ ଅଞ୍ଚଳରେ ଦିନଙ୍କୁ ଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ପାଖାପାଖି ବିଗତ ୬ ମାସ ମଧ୍ୟରେ ୧୦ରୁ ଅଧିକା ମଣିଷ ଜୀବନ…

ଆରମ୍ଭ ହେଲା ନାଲକୋ ର ଗ୍ରୀଷ୍ମକାଳୀନ ସ୍ଵଛ ପାନୀୟଜଳ ଯୋଗାଣ

ନାଲକୋ ଅନୁଗୋଳ ପକ୍ଷରୁ ଟ୍ୟାଙ୍କର ଯୋଗେ ଗ୍ରୀଷ୍ମକାଳୀନ ପାନୀୟ ଜଳଯୋଗାଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସ୍ଵଛ ଜଳ ଯୋଗାଣ କାର୍ଯ୍ୟକ୍ରମକୁ ନାଲକୋ ଅନୁଗୋଳର କାର୍ଯ୍ୟନିର୍ବାହୀ ନିର୍ଦେଶକ ଓ…

ମୁକ୍ତା ଯୋଜନାର ସମୀକ୍ଷା କଲେ ମୀରା ପରିଡା।

ମହିଳାଙ୍କୁ ସ୍ୱାବଲମ୍ବୀ କରିବା ସହ ରାଜ୍ୟର ବିକାଶ ନିମନ୍ତେ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ସରକାରଙ୍କ କର୍ମ ତତ୍ପର ଅଭିଯାନ (ମୁକ୍ତା) ର ଉପଦେଷ୍ଟା ମୀରା ପରିଡ଼ା ତାଳଚେର…

ବଡ଼ଯୋରଡା ଗ୍ରାମବାସୀ ଙ୍କ ରେଳରୋକ ଆନ୍ଦୋଳନ।

ସ୍ଥାୟୀ ନିଯୁକ୍ତି ଓ କ୍ଷତିପୂରଣ ଦାବିରେ ତାଳଚେର ବଡଯୋରଡ଼ା ଗ୍ରାମବାସୀ ରେଳରୋକ କରିଛନ୍ତି। ଫଳରେ ନାଲକୋ କୁ କୋଇଲା ପରିବହନ ବାଧାପ୍ରାପ୍ତ ହୋଇଛି। ବଡଯୋରଡ଼ା ଗ୍ରାମର ୩୦…

ନାଚ ଗୀତରେ କମ୍ପୁଛି ଖମାର ଚନ୍ଦନ ଯାତ୍ରା।

ପାଲଲହଡା ଖମାରରେ ୧୧ତମ ଚନ୍ଦନ ଯାତ୍ରା ମହୋତ୍ସବ ଧୁମଧାମରେ ପାଳିତ ହେଉଛି। ଏହା ଆସନ୍ତା ମଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସଂସ୍କୃତିକ…

Follow by Email
Twitter
Instagram
Telegram
WhatsApp
error: Content is protected !!