ଚମକିଲେ ସୂର୍ଯ୍ୟ, ବ୍ୟକ୍ତିଗତ ୧୦୩ ରନ କରି ଖେଳିଲେ ଶତକୀୟ ଇଂନିସ।
ଚାଲିଛି IPL ମ୍ୟାଚ। ୱଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ ଏବଂ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ଚାଲିଥିଲା ହାଇ ଭୋଲଟେଜ ମ୍ୟାଚ। ସୂର୍ଯ୍ୟକୁମାର ୟାଦଭ ଧୂଆଁଧାର ବ୍ୟାଟିଂ କରି…
ମୁକ୍ତା ଯୋଜନାର ସମୀକ୍ଷା କଲେ ମୀରା ପରିଡା।
ମହିଳାଙ୍କୁ ସ୍ୱାବଲମ୍ବୀ କରିବା ସହ ରାଜ୍ୟର ବିକାଶ ନିମନ୍ତେ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ସରକାରଙ୍କ କର୍ମ ତତ୍ପର ଅଭିଯାନ (ମୁକ୍ତା) ର ଉପଦେଷ୍ଟା ମୀରା ପରିଡ଼ା ତାଳଚେର…
ଅନୁଗୋଳ ରେ ବୃଦ୍ଧାକୁ କଚାଡି ମାରିଲା ହାତୀ।
ଅନୁଗୋଳ ଜାମୁଣ୍ଡା କୁଳିଆପଶି ରେ ବୃଦ୍ଧାକୁ ଦଳିଦେଲା ହାତୀ। ମୃତ ମହିଳା ଜଣକ ହେଲେ କୁଳିଆପଶି ସାହିର ବୈଦେହୀ ପ୍ରଧାନ। ତାଙ୍କର ବୟସ ସେହି ପାଖାପାଖି ୬୦…
ବଡ଼ଯୋରଡା ଗ୍ରାମବାସୀ ଙ୍କ ରେଳରୋକ ଆନ୍ଦୋଳନ।
ସ୍ଥାୟୀ ନିଯୁକ୍ତି ଓ କ୍ଷତିପୂରଣ ଦାବିରେ ତାଳଚେର ବଡଯୋରଡ଼ା ଗ୍ରାମବାସୀ ରେଳରୋକ କରିଛନ୍ତି। ଫଳରେ ନାଲକୋ କୁ କୋଇଲା ପରିବହନ ବାଧାପ୍ରାପ୍ତ ହୋଇଛି। ବଡଯୋରଡ଼ା ଗ୍ରାମର ୩୦…
ନାଚ ଗୀତରେ କମ୍ପୁଛି ଖମାର ଚନ୍ଦନ ଯାତ୍ରା।
ପାଲଲହଡା ଖମାରରେ ୧୧ତମ ଚନ୍ଦନ ଯାତ୍ରା ମହୋତ୍ସବ ଧୁମଧାମରେ ପାଳିତ ହେଉଛି। ଏହା ଆସନ୍ତା ମଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସଂସ୍କୃତିକ…
କମଗରା ଠାରେ ବୃହତ ପାନୀୟଜଳ ପ୍ରକଳ୍ପ ର ଭିତିପ୍ରସ୍ତର ସ୍ଥାପନ।
ଢେଙ୍କାନାଳ କମଗରା ଗ୍ରାମରେ ୧୧୬ କୋଟି ଟଙ୍କା ବ୍ୟୟରେ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭୂମି ପୂଜନ ହୋଇଛି। ଭୂମି ପୂଜନ ଉତ୍ସବରେ ମୁଖ୍ୟ ଅତିଥି…
ଅସମ୍ପୂର୍ଣ୍ଣ କାମ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ୫୫ ତମ ଜିଲ୍ଲାପରିଷଦ ବୈଠକରେ ଅନୁଗୋଳ ଜିଲ୍ଲାପାଳ ଙ୍କ ନିର୍ଦେଶ।
ଅନୁଗୋଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ୫୫ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ ଏହି ସଭାର ଅଧ୍ୟକ୍ଷତା କରିଥିଲେ।…
ଅନୁଗୋଳ ନୂଆଁ ବସଷ୍ଟାଣ୍ଡ ରୁ ଗଡ଼ିଲା ବସ।
ଖୁସି ଖବର,ଅନୁଗୋଳ ତାମ୍ରିତ କଲୋନି ନିକଟରେ ଥିବା ନୂଆଁ ବସ ଷ୍ଟାଣ୍ଡ ରୁ ରାଜ୍ୟର ବିଭିନ୍ନ ଜାଗାକୁ ଗଡ଼ିଲା ବସ। ଆଜି ନୂଆଁ ବସଷ୍ଟାଣ୍ଡ ରେ ଅନୁଗୋଳ…
ବିଦ୍ୟୁତ ଖୁଣ୍ଟରୁ ପଡି ଶ୍ରମିକ ମୃତ।
ପାଲଲହଡା ବନ୍ଦାଭୁଇଁ ପଂଚାୟତ ପଟାମୁଣ୍ଡ ଗ୍ରାମରେ ବିଦ୍ୟୁତ ଖୁଣ୍ଟରୁ ପଡି ଜଣେ ମୃତ। ମୃତକ ହେଲେ ଅନୁଗୋଳ ନୂଆସାହି ଅଞ୍ଚଳର ମଧୁ ପ୍ରଧାନ। ତାଙ୍କର ବୟସ ସେହି…
ପଣସ ଖାଇବାକୁ ଆସି ଫସିଲା ହାତୀ।
ଅନୁଗୋଳ ଜଗନ୍ନାଥପୁର ନିକଟସ୍ଥ ବୁର୍ତ୍ତି ଗାଁରେ ଦୁଇ ଗଛ ମଧ୍ୟରେ ଫସିଲା ହାତୀ। ପଣସ ଖାଇବାକୁ ଆସି ଫସିଲା ହାତୀ। ଦୁଇଟି ଗଛ ମଧ୍ୟରେ ହାତୀଟି ର…
