ଢେଙ୍କାନାଳ କମଗରା ଗ୍ରାମରେ ୧୧୬ କୋଟି ଟଙ୍କା ବ୍ୟୟରେ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭୂମି ପୂଜନ ହୋଇଛି। ଭୂମି ପୂଜନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ପୂର୍ତ୍ତବିଭାଗ ର ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏବଂ ଜିଲ୍ଲାପାଳ ଉପସ୍ଥିତ ରହି ଭୂମି ପୂଜନ କରିଛନ୍ତି। ଏହା ଦ୍ବାରା କାମାକ୍ଷାନଗର ବ୍ଲକର ୧୩ ଗୋଟି ଏବଂ ପରଜଙ୍ଗ ବ୍ଲକର ୩ ଗୋଟି ପଞ୍ଚାୟତ ର ୮୦ ହଜାର ରୁ ଅଧିକ ଲୋକ ଉପକୃତ ହୋଇ ପାରିବେ। ଏହି ପ୍ରକଳ୍ପ ର କାମ ଆସନ୍ତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଶେଷ ହେବ ବୋଲି ସ୍ଥିର ହୋଇଛି।

Leave a Reply

Your email address will not be published. Required fields are marked *

Follow by Email
Twitter
Instagram
Telegram
WhatsApp
error: Content is protected !!