ଅନୁଗୋଳ ଜାମୁଣ୍ଡା କୁଳିଆପଶି ରେ ବୃଦ୍ଧାକୁ ଦଳିଦେଲା ହାତୀ। ମୃତ ମହିଳା ଜଣକ ହେଲେ କୁଳିଆପଶି ସାହିର ବୈଦେହୀ ପ୍ରଧାନ। ତାଙ୍କର ବୟସ ସେହି ପାଖାପାଖି ୬୦ ହେବ। ସେ ଘର ନିକଟରେ ଥିବା ଆମ୍ବ ସଂଗ୍ରହ ପାଇଁ ଯାଇଥିବା ବେଳେ ଶୁଣ୍ଢରେ ଟେକି କଚାଡି ମାରିଥିଲା ହାତୀ। ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସରକାରଙ୍କ ଧାର୍ଯ୍ୟ ଆର୍ଥିକ ସହାୟତା ମୃତକଙ୍କ ପରିବାରକୁ ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛି ବନ ବିଭାଗ।

Leave a Reply

Your email address will not be published. Required fields are marked *

Follow by Email
Twitter
Instagram
Telegram
WhatsApp
error: Content is protected !!