ଜଗତସିଂହପୁର ର ପ୍ରସିଦ୍ଧ ଶକ୍ତିପୀଠ ଝଙ୍କଡ ମା’ଶାରଳାଙ୍କ ପୀଠରେ ବାଣ ବିସ୍ଫୋରଣ ଘଟି ୮ ଜଣ ଆହତ ହୋଇଛନ୍ତି।ବିଳମ୍ବିତ ରାତିରେ ମା’ଶାରଳାଙ୍କ ପୀଠରେ ଚନ୍ଦନଯାତ୍ରା ଚାଲିଥିବା ବେଳେ ଅଘଟଣ ଘଟିଛି।ଏମାନଙ୍କ ମଧ୍ୟରେ ଦୁଇଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଗୁରୁତର ଙ୍କୁ ପ୍ରଥମେ ସ୍ଥାନୀୟ ମଣିଜଙ୍ଗା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା, ୫ଜଣ ଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ଏସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏମାନଙ୍କ ବ୍ୟତୀତ ଆଉ କିଛି ସାମାନ୍ୟ ଆହତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *

Follow by Email
Twitter
Instagram
Telegram
WhatsApp
error: Content is protected !!