ଝାରସୁଗୁଡା ଉପ ନିର୍ବାଚନ ର ଫଳାଫଳ ବାହାରି ସାରିଛି। ବିଜେଡି ର ଦୀପାଳି ଦାସ ଙ୍କୁ ବହୁ ସମର୍ଥନ ମିଳିଛି। ଦୀପାଳି ଦାସ ୪୮୬୧୯ ଖଣ୍ଡ ଭୋଟ ଅନ୍ତରରେ ବିଜେପିଙ୍କୁ ପଛରେ ପକାଇଛନ୍ତି। ଦୀପାଳିଙ୍କୁ ମୋଟ ୧୦୭୦୦୩ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିର ଟଙ୍କଧର ତ୍ରିପାଠି ଙ୍କୁ ୫୮୩୮୪ ଖଣ୍ଡ ଭୋଟ ମିଳିଛି। କଂଗ୍ରେସ କୁ ମାତ୍ର ୪୪୭୩ ଖଣ୍ଡ ଭୋଟ ମିଳିଛି। ପୁଣିଥରେ ଝାରସୁଗୁଡା ରେ ନବୀନ ଙ୍କ ଗୋଟି ଠିକ ଚାଲିଲା। ଏହା ଝାରସୁଗୁଡା ବାସି ଙ୍କ ବିଜୟ ବୋଲି କହିଛନ୍ତି ଦୀପାଳି।

Leave a Reply

Your email address will not be published. Required fields are marked *

Follow by Email
Twitter
Instagram
Telegram
WhatsApp
error: Content is protected !!