ସମ୍ବଲପୁର ର ଗୁଣ୍ଡେରପୁର ସ୍ଥିତ ପାଇପ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ। ହୁ ହୁ ହୋଇ ଜଳୁଲା ନିଆଁ। ପ୍ରବଳ ଧୂଆଁ ମଧ୍ୟ ହୋଇଛି। ଲକ୍ଷାଧିକ ଟଙ୍କାର ପାଇପ ଜଳି ଯାଇଛି।
ଖବର ପାଇ ଦମକଳ ବାହିନୀ ନିଆଁ କୁ ଆୟତ କରିବାକୁ ଚେଷ୍ଟା କରିଛନ୍ତି। ପ୍ରବଳ ଗରମ ଏବଂ ତାପମାତ୍ରା କୁ ଖାତିର ନ କରି ପାଣି ଏବଂ ଫମ ସାହାଯ୍ୟ ରେ ନିଆଁ ଲିଭାଇ ବାକୁ ସକ୍ଷମ ହୋଇଛନ୍ତି ଅଗ୍ନିଶମ ବାହିନୀ। ତେବେ ନିଆଁ ଲାଗିବାର କାରଣ ଅଷ୍ପଷ୍ଟ ରହିଛି।
