ପାଲଲହଡା ହାତୀମୁଣ୍ଡ ଗାଁରେ ନାତିର ଠେଙ୍ଗା ମାଡ଼ରେ ଅଜା ମୃତ। ମୃତକ ହେଲେ ଧନୁରାମ ମହାକୁଡ଼। ଧନୁରାମ ମହାକୁଡ଼ ଏବଂ ତାଙ୍କ ନାତି ନବୀନ ମହାକୁଡ଼ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା। ଫଳରେ ନାତି ଏକ ଠେଙ୍ଗା ସାହାଯ୍ୟରେ ଅଜା କୁ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ଆଜାଙ୍କର ମୁତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକ ପାଲଲହଡ଼ା ପୋଲିସ କୁ ଖବର ଦେଲାପରେ ପୋଲିସ ଶବ ଜବତ କରିବା ସହ ୨ଜଣକୁ ଗିରଫ କରି ତଦନ୍ତ ଚଳାଇଛି। ତେବେ ତଦନ୍ତ ପରେ ପ୍ରକୃତ ସତ୍ୟା ସତ୍ୟ ପରବର୍ତ୍ତୀ ସମୟରେ ଜଣାପଡିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Follow by Email
Twitter
Instagram
Telegram
WhatsApp
error: Content is protected !!