ପୁରୀରୁ ଜଗନ୍ନାଥ ଦର୍ଶନ ସାରି ଫେରୁଥିବା ବେଳେ ସର୍ଗିପାଲି ଛକରେ କାର ଦୁର୍ଘଟଣା ରେ ଚାଲିଗଲା ବାପ ଓ ପୁଅ ଙ୍କ ଜୀବନ। ଦୁର୍ଘଟଣା ରେ ମା ଓ ଝିଅ ଗୁରୁତର ହୋଇ ସ୍ଥାନୀୟ ମେଡ଼ିକାଲ ରେ ଚିକିତ୍ସିତ ହେଉଛନ୍ତି। ମୃତକ ଏବଂ ଆହତ ମାନେ ବେଲପାହାଡ଼ ଅଞ୍ଚଳର ବୋଲି ଜଣା ପଡିଛନ୍ତି। ହଣ୍ଡପା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
