ବାଲେଶ୍ଵର କାଟିଶାଇ ଗ୍ରାମରେ ମାରୁତି ସେନା ବାଲେଶ୍ଵର ଜିଲ୍ଲା ଶାଖା ପକ୍ଷରୁ ରଥଯାତ୍ରା ଆୟୋଜନ ସାଙ୍ଗକୁ ଖାଦ୍ୟ ପାନୀୟର ହୋଇଥିଲା ସୁବ୍ୟବସ୍ଥା।
ଜଗନ୍ନାଥ ହେଉଛନ୍ତି ଜଗତର ନାଥ,ତାଙ୍କ ପାଇଁ ଲୋକଙ୍କ ମନରେ ଆସ୍ଥା କାହିଁ କେତେ ଯୁଗରୁ ରହି ଆସୁଛି। ତାଙ୍କର ଯାତ୍ରା ଦେଖିବାକୁ ସାରା ବିଶ୍ୱରୁ ଶ୍ରଦ୍ଧାଳୁ ଛୁଟି…
